ଜିଣନ୍ତା Jiṇantā

  • ଗ୍ରା. ବିଣ. (ସଂ. ଜେତା) — ଜେତା; ଯେ ଜୟଲାଭ କରେ — Winning; victorious
  • ଗ୍ରା. ବିଣ. (ସଂ. ଜେତା) — ବ୍ରହ୍ମା କହିଥିଲେ ମୋତେ ଜିଣନ୍ତା ନୋହିବେ ତୋତେ ଯୁବତୀ ସକାଶୁଁ ମୃତ୍ୟୁ ହେବ ତୋହର। ବିଶ୍ୱନାଥ, ବିଚିତ୍ରରାମାୟଣ।