ଜାଲପାଦ Jāla-pāda

  • ସଂ. ବି (ବ୍ରହୁବ୍ରୀହି; ଜାଲ+ପାଦ) — ହଂସ — Swan
  • ସଂ. ବି (ବ୍ରହୁବ୍ରୀହି; ଜାଲ+ପାଦ) — ହଂସପାଦର ଆଙ୍ଗୁଳି ପରି ଯୁକ୍ତାଙ୍ଗୁଳି ଜୀବ; ଲିପ୍ତପଦ ଜୀବ — web-footed birds and animals
  • ସଂ. ବି (ବ୍ରହୁବ୍ରୀହି; ଜାଲ+ପାଦ) — ଶରାଳି ପକ୍ଷୀ (ପ୍ରକୃତିବାଦ) — A kind of gander
  • ସଂ. ବି (ବ୍ରହୁବ୍ରୀହି; ଜାଲ+ପାଦ) — (ନାମ) ଜାବାଳି ଋଷିଙ୍କର ଏକ ଶିଷ୍ୟ — The name of a disciple of sage Jābāḻi
  • ସଂ. ବିଣ — ଯାହାର ପାଦର ଆଙ୍ଗୁଠିଯାକ ପରସ୍ପର ସହିତ ଲାଗି ରହିଥାଏ (ସିନ୍ଧୁ ଘୋଟକ, ସିଲ୍ ପ୍ରଭୃତି ଜୀବ); ହଂସପାଦିଆ — Web-footed