ଜାଲତି Jālati

  • ଦେ. ବି (ସଂ. ଜାଳ) — ଛୋଟ ଜାଲ — Small net
  • ଦେ. ବି (ସଂ. ଜାଳ) — ବାଦୁଡ଼ିଆଦିଙ୍କ ଆକ୍ରମଣରୁ ଗଛର ଫଳକୁ ରକ୍ଷା କରିବା ନିମନ୍ତେ ଗଛ ବା ଫଳ ଉପରେ ଘେରା ହେବା ଜାଲ — Net-work put over trees or fruits to protect them from depredations of bats
  • ଦେ. ବି (ସଂ. ଜାଳ) — ଆମ୍ବ ଆଦି ଫଳ ତୋଳିବା ନିମନ୍ତେ ଆଙ୍କୁଡ଼ି ଅଗରେ ବନ୍ଧା ହୋଇଥିବା ଜାଲର ପାଚିଆ; ଖୁଣ୍ଟୁଣୀ ଜାଲ — A net-work basket or pouch attached to the top of a pole to pluck fruits (which fall into it instead of falling on the ground from high)
  • ଦେ. ବି (ସଂ. ଜାଳ) — କୁକୁର, ଗୋରୁ ଆଦିଙ୍କ ମୁହଁରେ ବନ୍ଧା ହେବା ଜାଲି— କାମର ପାଚିଆ; ବାଆଁରା; ଗୋମେଷାଦି ପଶୁଙ୍କ ତୁଣ୍ଡୀ; ପଶୁମାନଙ୍କ ମୁହଁ ଓ ନାକ ଢାଙ୍କିବା ଜାଲ — Netted muzzle tied to the mouth of dogs or cattle to prevent them from using their mouth