ଜାଲଗଣ୍ଠି Jāla gaṇṭhi
- ଦେ. ବି — ବର୍ଷାୟୁ ତୃଣବିଶେଷ — A long creeping grass. Panicum Javanicum.;
- ଦେ. ବି — [ଦ୍ର—ଏହା ଶୁଆଁପରି ଏକପ୍ରକାର ଘାସ; ଲଟେଇ ଲଟେଇ ମାଡ଼େ ଓ ଦେଢ଼ ବା ଦୁଇ ହାତ ଲମ୍ବ ହୁଏ।]
- ଦେ. ବି — ଜାଲର ଘରାମାନଙ୍କ ଶେଷରେ ପଡ଼ିଥିବା ଗଣ୍ଠି — Knots at the corners of the squares of a net
- ଦେ. ବିଣ — ଜାଲ୍ଜାଲିଆ (ଦେଖ) — Jāl-jāliā (See)