ଜାଲଫାଶ Jāla-phāṡa

  • ଦେ. ବି — ଜାଳଫାନ୍ଦ (ଦେଖ) — Jāla-phānda (See)
  • ଦେ. ବି — ଯେଉଁ ଜାଲରେ ଫାଶ ଲାଗିଥାଏ, ଅର୍ଥାତ୍ ଯାହାର ଦଉଡ଼ାକୁ ଭିଡ଼ି ଦେଲେ ସଙ୍କୁଚିତ ହୋଇଥାଏ — Noosed net