ଜାଲକୀଟ Jāla-kīṭa

  • ସଂ. ବି (ମ. ପ. ଲୋ.; ଜାଳ+ କୀଟ) — ବୁଢ଼ିଆଣୀ; ମାକଡ଼ସା; ଊର୍ଣ୍ଣନାଭ — Spider
  • ସଂ. ବି (ମ. ପ. ଲୋ.; ଜାଳ+ କୀଟ) — ବୁଢ଼ିଆଣୀର ଜାଲରେ ପଡ଼ିବା କୀଟ (ହି. ଶବ୍ଦସାଗର) — An insect which becomes entangled in a spider's web