ଜାଲ ମେଲେଇବା Jāla meleibā

  • ଦେ. କ୍ରି — ଏକତ୍ର ସଂଗୃହୀତ ଜାଲକୁ ମାଛ ଧରିବା ପାଇଁ ପାଣିରେ ଖେଳେଇବା — To spread out nets for fishing
  • ଦେ. କ୍ରି — ଜାଲ ପକାଇବା — Jāla pakāibā (See)