ଜାଇତ୍ରୀ Jaitrī
- ଦେ. ବି.—(ସଂ. ଜାତିପତ୍ରୀ) — ଜାତିଫଳ ବା ଜାଇଫଳର ଚୋପା ଉପରେ ଜାଲପରି ମାଡ଼ିଥିବା ଏକ ପ୍ରକାର ପତଳା ସୁଗନ୍ଧଯୁକ୍ତ ମସଲା — Myristica Fragrans; mace (a kind of spice); Kino; Muristica Malabarica (Kirtikar)
- ଦେ. ବି.—(ସଂ. ଜାତିପତ୍ରୀ) — [ଦ୍ର—ମଲକ୍କା ଦ୍ୱୀପପୁଞ୍ଜ ଓ ଦକ୍ଷିଣଭାରତର ଶୀତଳ ସ୍ଥାନ ମାନଙ୍କରେ ଏ ବୃକ୍ଷ ଜନ୍ମେ।]