ଜାଇ ବାଇରଗଡ଼ା Jāi-bāi-ragaṟḍ̠ā

  • ଦେ. ବି. — ବ୍ରତବିବାହାଦି ପୂର୍ବରୁ ଗୋଟିଏ ଶୁଭଦିନ ଦେଖି ଉକ୍ତ ଉତ୍ସବ ନିମନ୍ତେ ପ୍ରୟୋଜନୀୟ 'ଜାଇ' ପାଇଁ ପ୍ରଥମେ ମୁଗକୁ ଚକିରେ ରଗଡ଼ିବା କର୍ମ — The first ceremonial grinding of moong (pulse) on an auspicious day to prepare dal for some family feast e.g. (marriage, investiture)