ଜାଇଫଳ Jāi-phala
- ଦେ. ବି. (ସଂ. ଜାତିଫଳ) — ମଲକ୍କା ଦ୍ୱୀପ ଓ ଦକ୍ଷିଣ ଭାରତର ବୃକ୍ଷବିଶେଷର ମସଲା ଫଳବିଶେଷ — Nutmeg; Muristica fragrans; Muristica Moschata
- ଦେ. ବି. (ସଂ. ଜାତିଫଳ) — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହାର ମାଦକ ଓ ଧାରକ ଗୁଣ ଅଛି। ଏହାକୁ ଘୋରି ଚନ୍ଧା ଯାଗାରେ ଲଗାଇଲେ ସେଠାରେ କେଶ କଅଁଳେ। ଏହାକୁ ଘୋରି ପାଣି ମିଶାଇ ଲୋକେ ବାସପାଣି ତିଆରି କରନ୍ତି। ପାନ ଓ ଭାଙ୍ଗରେ ଏହା ମସଲାରୂପେ ବ୍ଯବହୃତ ହୁଏ। ଜାଇଫଳର ଏକ
- ଦେ. ବି. (ସଂ. ଜାତିଫଳ) — ଚିରୁଡ଼ା 1/4 କୁ (ଲହୁଣୀ ସଙ୍ଗେ ବାଟି) ଏହାକୁ ଏକ ପାନ କରି ଦିନ ମଧ୍ୟରେ ଏହିମାତ୍ରାରେ 3 ପାନ ଖାଇଲେ 3 ଦିନ ମଧ୍ୟରେ ଭୟାନକ ରକ୍ତାମାଶୟ (ନାଳରକ୍ତ ଝାଡ଼ା) ଭଲ ହୁଏ। ଶିଶୁମାନଙ୍କ ପକ୍ଷେ ଏ ମାତ୍ରାର ଅର୍ଦ୍ଧକ ଦିଆଯାଏ।] — ଚିରୁଡ଼ା1/4କୁ (ଲହୁଣୀ ସଙ୍ଗେ ବାଟି) ଏହାକୁ ଏକ ପାନ କରି ଦିନ ମଧ୍ୟରେ ଏହିମାତ୍ରାରେ3ପାନ ଖାଇଲେ3ଦିନ ମଧ୍ୟରେ ଭୟାନକ ରକ୍ତାମାଶୟ (ନାଳରକ୍ତ ଝାଡ଼ା) ଭଲ ହୁଏ ଶିଶୁମାନଙ୍କ ପକ୍ଷେ ଏ ମାତ୍ରାର ଅର୍ଦ୍ଧକ ଦିଆଯାଏ]