ଜାଇବଡ଼ି Jāi-baṟḍ̠i

  • ଦେ. ବି. (ସହଚର ଶବ୍ଦ) — ବିବାହାଦିରେ ବ୍ଯୟ ହେବା ପାଇଁ ପ୍ରସ୍ତୁତ ଜାଇ ଓ ବଡ଼ି — Split moong and balls of moong or brihi paste prepared for feeding guests in social festivals
  • ଦେ. ବି. (ସହଚର ଶବ୍ଦ) — ଯାହା ଯେ ଯାହାର କଲେ ଆୟୋଜନ, ଶୁଖାଇଲେ ଜାଇବଡ଼ି। ଭିକାରୀ, ସାଆନ୍ତିଆ ବାହା।