ଜଗତବେଢ଼ Jagatabeṟḍ̠ẖa

  • ପ୍ରାଦେ. (ଗଡ଼ଜାତ) ବି — ବଣହାତୀମାନଙ୍କୁ ଖେଦାରୀତିରେ ଧରିବା ପାଇଁ ଗୋଟିଏ ବଡ଼ ସୀମାନିର୍ଦ୍ଦିଷ୍ଟ ଜଙ୍ଗଲର ଚାରିଆଡ଼େ ଜଗୁଆଳିଙ୍କୁ ବେଢ଼ାଇ ଜଗୁଆଳିମାନେ କ୍ରମଶଃ ଖେଦାଆଡ଼କୁ ଅଗ୍ରସର ହେବାର ରୀତି — The practice of surrounding a big area of jungle with beaters and gradually tightening the circuit so as to bring the elephants into the Khedda (enclosure)