ଜଗତପାର Jagatapāra

  • ଦେ. ବିଣ. (ସଂ. ଜଗତ୍ +ପାର) — ସଂସାର ବହିର୍ଭୂତ — Outside the world
  • ଦେ. ବିଣ. (ସଂ. ଜଗତ୍ +ପାର) — ଜଗତପାର ସେ ଚରିତ ତୁମ୍ଭେ ତା ବର୍ଣ୍ଣନେ ସମର୍ଥ—ଜଗନ୍ନାଥ, ଭାଗବତ।
  • ଦେ. ବିଣ. (ସଂ. ଜଗତ୍ +ପାର) — ଆସାଧାରଣ — Uncommon; extra ordinary