ଜଗତି Jagati
- ଦେ. ବି. (ସଂ. ଜଗତୀ) — ଜଗତୀ (ଦେଖ) — Jagatī (See)
- ଦେ. ବି. (ସଂ. ଜଗତୀ) — ପୋଖରୀ ମଝିରେ ଥିବା କ୍ରିଡ଼ା ମନ୍ଦିର (କୋଠାଘର, ଅଟ୍ଟାଳିକା) — A playhouse built in the middle of a pond
- ଦେ. ବି. (ସଂ. ଜଗତୀ) — ନାବ ଘେନି ନାବିକେ ଜଗତି ଉଠ। ଦୀନକୃଷ୍ଣ, ଜଗମୋହନ।
- ଦେ. ବି. (ସଂ. ଜଗତୀ) — ଉଚ୍ଚପୀଠ — A raised platform
- ଦେ. ବି. (ସଂ. ଜଗତୀ) — ପାଟରାଙ୍କ ବଂଶୋପାଧି ବିଶେଷ — A family-title of the Pāṭarā (cloth-dealer) caste