ଜଗତସେଠ Jagataseṭha

  • ଦେ. ବି. (ସଂ. ଜଗତ୍+ଶ୍ରେଷ୍ଠ) — ଖୁବ ବଡ଼ ଧନୀ ମହାଜନ; ଧନାସେଠ — A very big merchant
  • ଦେ. ବି. (ସଂ. ଜଗତ୍+ଶ୍ରେଷ୍ଠ) — ମୁର୍ଶିଦାବାଦବାସୀ ବିଖ୍ୟାତ ଧନୀ ମହାଜନବଂଶର ରାଜଦତ୍ତ ବଂଶୋପାଧି — Family-title of a family of big Indian merchants of Murshidābād
  • ଦେ. ବି. (ସଂ. ଜଗତ୍+ଶ୍ରେଷ୍ଠ) — [ଦ୍ର—ଏହି ବଂଶର ଜଗତସେଠ ମହତାପ ରାୟ ଲର୍ଡ କ୍ଳାଇବ୍କୁ ବହୁ ଧନ ସାହାଯ୍ୟ ଦେଇ ଭାରତରେ ଇଂରାଜ ସାମ୍ରାଜ୍ୟ ସ୍ଥାପିତ ହେବା ବିଷୟରେ ଇଂରାଜଙ୍କୁ ବିଶେଷ ସାହାଯ୍ୟ କରିଥିଲେ।]