ଛେଦିତ Chhedita
- ସଂ. ବିଣ. (ଛିଦ୍ ଧାତୁ ଣିଜନ୍ତ=ଛେଦି ଧାତୁ+କର୍ମ ତ) — ଯାହା ଅନ୍ଯ ଦ୍ୱାରା ଛେଦନ କରାଯାଇ ଅଛି — Cut
- ସଂ. ବିଣ. (ଛିଦ୍ ଧାତୁ ଣିଜନ୍ତ=ଛେଦି ଧାତୁ+କର୍ମ ତ) — ଏକାଧିକ ଭାଗରେ ବିଭକ୍ତ — Divided into parts
- ସଂ. ବିଣ. (ଛିଦ୍ ଧାତୁ ଣିଜନ୍ତ=ଛେଦି ଧାତୁ+କର୍ମ ତ) — କାଟି କରି ବା ଛିଣ୍ଡାଇ ପୃଥକ କରାଯାଇଥିବା — Severed; separated