ଛେଦରା Chhedarā

  • ଦେ. ବି — (ସଂ. ଛିଦିର)—ଏକପ୍ରକାର ସୂତା; ଗଣ୍ଠିଆ ସୂତା; ଦସୀସୂତା — Knotty thread; coarse twist
  • ଦେ. ବି — (ସଂ. ଛତ୍ର) ଇତସ୍ତତଃ ହେବା; ଛତ୍ର ଛାଉଳ ହେବା — Being scattered here and there
  • ଦେ. ବି — (ସଂ. କ୍ଷୁଦ୍ର) କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ — Small bits
  • ଦେ. ବିଣ — କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ ମିଶ୍ରିତ — Mixed with small bits; coarse
  • ଦେ. ବିଣ — (ଯଥା—ଛେଦରା ଗୁଡ଼।)
  • ଦେ. ବିଣ — ଗ୍ରନ୍ଥଯୁକ୍ତ; ଗଣ୍ଠି ଗଣ୍ଠିଆ — 3. Knotty (thread)
  • ଗ୍ରା. ବିଣ. ପୁଂ — ଯେ ପରିବାର ମଧ୍ୟରେ କଳହ ଜାତ କରାଏ — One who foments family- quarrels
  • ଗ୍ରା. ବିଣ. ପୁଂ — ହିଂସ୍ର — Revengeful; spiteful
  • ଗ୍ରା. ବିଣ. ପୁଂ — ଅତି ନିଃସ୍ୱ — Penurious
  • ଗ୍ରା. ବିଣ. ପୁଂ — ଯେ କ୍ଷୁଦ୍ର କ୍ଷୁଦ୍ର କଥାରେ ଛଳ କରେ; ଅତ୍ୟନ୍ତ ଅଭିମାନୀ — Prone to take offence at small matters; unduly sensitive
  • ଗ୍ରା. ବିଣ. ପୁଂ — ଅତି କୃପଣ — Very miserely