ଛେଦାଇବା Chhhedāibā

  • ଦେ. କ୍ରି. (ସଂ. ଛିଦ୍ ଧାତୁ ଣିଚ ଛେଦି ଧାତୁ — ଛେଦିବାର ଣିଜନ୍ତରୁପ — Causative of Chhedibā
  • ଦେ. କ୍ରି. (ସଂ. ଛିଦ୍ ଧାତୁ ଣିଚ ଛେଦି ଧାତୁ — ସହସ୍ର ଚାରି ଘୋଡ଼ା ଶକୁନି ଛେଦାଇ ଭଜିଲେ ଛ ସହସ୍ର ଘେନି ନରସାଇ। କୃଷ୍ଣସିଂହ, ମହାଭାରତ, ଶଲ୍ୟ।