ଛୁରିତକ Chhuritaka
- ଦେ. ବି. — (ସଂ. ସରପୁନ୍ନାଗ) ଛୁରିଆନା ଗଛ; ଛୁରିଆନା (ଦେଖ) — Chhurianā (See)
- ଦେ. ବି. — ଛୁରିତକ ତରୁଣୀ ପୁଷ୍ପାଙ୍କର ସର୍ବାଙ୍ଗେ—ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
- ଦେ. ବି. — (ସଂ. ଛୁରିତ=ବିକାଶିତ) ଉଚ୍ଚ ହାସ୍ୟ — Loud laughter
- ଦେ. ବି. — ଅପୂର୍ବ ଛୁରିତକହିଁ ଜନ୍ମ ହୋଇଲେ—ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।