ଛୁରିଅନା Chhurianā

  • ଦେ. ବି. (ସଂ. ସୁରପୁନ୍ନାଗ) — ପୃଷ୍ପବୃକ୍ଷବିଶେଷ — A tree bearing fragrant, white and long-stemmed flowers; Ochrocarpus longifolius
  • ଦେ. ବି. (ସଂ. ସୁରପୁନ୍ନାଗ) — ଛୁରିଆନା କଦମ୍ବ ନାଗେଶ୍ୱର ଚମ୍ପା ବକୁଳ କେତକୀ ମନ୍ଦାର। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. ବି. (ସଂ. ସୁରପୁନ୍ନାଗ) — [ଦ୍ର—ଏହା ପୁଲାଙ୍ଗ ପରି ବଡ଼ ଡେମ୍ଫ ଥିବା ସୁଗନ୍ଧ ଧଳା ଫୁଲ ଧାରଣ କରେ; ଏ ଗଛର ପତ୍ର ମୋଟା ଓ ଶାଖାର ପ୍ରତି ଗଣ୍ଠିରେ 3 ଟା ପତ୍ର ଥାଏ; ଏହାର ଫୁଲ ଡେରିରେ ଫୁଟେ ଏବଂ ପ୍ରଥମେ ଦୁଇଖଣ୍ଡରେ ବିଭକ୍ତ ହୋଇଥାଏ। ଏ ଗଛ ସତ୍ୟବାଦୀ ଗୋପୀନାଥଙ୍କ ମନ୍ଦିର ନିକଟସ୍ଥ ବକୁଳବନରେ ପ୍ରଚୁର ପରିମାଣରେ ଅଛି। ସାଧାରଣତଃ ଏ ଗଛ ଭାରତର ପଶ୍ଚିମ ଉପକୂଳ, ମାନ୍ଦ୍ରାଜ ପ୍ରଦେଶ, ଓଡ଼ିଶା ଓ ଚଟ୍ଟଗ୍ରାମରେ ଜନ୍ମେ। ଏହାର ମଞ୍ଜକାଠ ରକ୍ତାଭ ଓ ଖୁବ ଟାଣୁଆ।] — [ଦ୍ର—ଏହା ପୁଲାଙ୍ଗ ପରି ବଡ଼ ଡେମ୍ଫ ଥିବା ସୁଗନ୍ଧ ଧଳା ଫୁଲ ଧାରଣ କରେ; ଏ ଗଛର ପତ୍ର ମୋଟା ଓ ଶାଖାର ପ୍ରତି ଗଣ୍ଠିରେ3ଟା ପତ୍ର ଥାଏ; ଏହାର ଫୁଲ ଡେରିରେ ଫୁଟେ ଏବଂ ପ୍ରଥମେ ଦୁଇଖଣ୍ଡରେ ବିଭକ୍ତ ହୋଇଥାଏ ଏ ଗଛ ସତ୍ୟବାଦୀ ଗୋପୀନାଥଙ୍କ ମନ୍ଦିର ନିକଟସ୍ଥ ବକୁଳବନରେ ପ୍ରଚୁର ପରିମାଣରେ ଅଛି ସାଧାରଣତଃ ଏ ଗଛ ଭାରତର ପଶ୍ଚିମ ଉପକୂଳ, ମାନ୍ଦ୍ରାଜ ପ୍ରଦେଶ, ଓଡ଼ିଶା ଓ ଚଟ୍ଟଗ୍ରାମରେ ଜନ୍ମେ ଏହାର ମଞ୍ଜକାଠ ରକ୍ତାଭ ଓ ଖୁବ ଟାଣୁଆ]