ଛୁରିଆ Chhuriā

  • ପ୍ରାଦେ. (ସମ୍ବଲପୁର) ବି — ଖରୁଡ଼ାଜାତିଙ୍କ ପରି ପିତ୍ତଳର କାମ କରିବା ଜାତିବିଶେଷ — A caste of brass-makers; braziers