ଛୁରି Chhuri
- ସଂ. ବି. (ଛୁର୍ ଧାତୁ+କରଣ. ଇ) — କାଟିବାର କ୍ଷୁଦ୍ର ଅସ୍ତ୍ର; ଅସିପୁତ୍ରୀ — Knife
- ସଂ. ବି. (ଛୁର୍ ଧାତୁ+କରଣ. ଇ) — (+ କର୍ମ. ଇ) ବନ୍ଧ୍ୟା ଗୋରୁ — A barren cow
- ଦେ. ବି. (ଲକ୍ଷଣାର୍ଥ) — ଦାଢ଼ୁଆ ଛୁରି ପରି ଯନ୍ତ୍ରଣାଦାୟକ — A thing as painful as a sharp knife
- ଦେ. ବି. (ଲକ୍ଷଣାର୍ଥ) — ଛଟା କାହା କଟାକ୍ଷର, ଛୁରି ହେଲା କି ବକ୍ଷର। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଛ ଗୀତ।