ଛୁର୍କି Chhur-ki
- ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ଷୁର) — ନୀଚଜାତୀୟା ସ୍ତ୍ରୀ— ମାନଙ୍କଦ୍ୱାରା ବ୍ଯବହୃତ କଟା କଟା ଦାଗ ଥିବା ପିତଳର ହାତଖଡ଼ — A kind of brass bracelet worn by low-class females
- ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ଷୁର) — [ଦ୍ର—ହାତର ମଣିବନ୍ଧ ପାଖରେ ପ୍ରଥମେ ମାଠି, ତା ଉପରକୁ ଛୁର୍କି, ତା ଉପରକୁ ଢନ୍କନା ପିନ୍ଧା ଯାଏ।]