ଛିଟ୍କା Chhiṭ-kā

  • ଦେ. ବି — ଛିଞ୍ଚାଡ଼ିବା; ଇତସ୍ତତଃ ସଂଚାଳନ — Waving; moving to and fro
  • ଦେ. ବି — ଛଟା; ଛିଞ୍ଚା — Sprinkling about; scattering of small particles
  • ଦେ. ବି — ଛିଡ଼ିକା; ଛିଞ୍ଚଡ଼ା; ଛାଟ — Slanting rainfall; splashing
  • ଦେ. ବି — ବଥା; ବିନ୍ଧା — Aching
  • ଦେ. ବି — ଆଖିର ଛଟକ — Sidelong glance or look
  • ଦେ. ବିଣ — କ୍ଷୁଦ୍ର — Small; petty
  • ଦେ. ବିଣ — (ଯଥା—ଛିଟ୍କା ଚୋର।)