ଛିଟ୍କିବା Chhiṭ-kibā

  • ଦେ. କ୍ରି. (ସଂ. କ୍ଷିପ୍ତକରଣ; ପ୍ରା. ଛିତ୍ତକରଣ) — (ଅଗ୍ନି କଣା ବା ଦ୍ରବ ପଦାର୍ଥ) କ୍ଷୁଦ୍ର କଣାରେ ବିକ୍ଷିପ୍ତ ହେବା (ଯଥା—ନିଆଁ ଛିଡ଼ିକିବା) — To splash up; to be sprinkled in small drops; to shoot off in sparks (said of fire)
  • ଦେ. କ୍ରି. (ସଂ. କ୍ଷିପ୍ତକରଣ; ପ୍ରା. ଛିତ୍ତକରଣ) — (ଯଥା—ଚଳିଲା ଗାଡ଼ିର ଚକରୁ କାଦୁଅପାଣି ଛିଟ୍କୁଛି।)
  • ଦେ. କ୍ରି. (ସଂ. କ୍ଷିପ୍ତକରଣ; ପ୍ରା. ଛିତ୍ତକରଣ) — ମୁଣ୍ଡ ଆଦି ବିନ୍ଧିବା; ବଥାଇବା — To ache