ଛିଟିକି ପଡ଼ିବା Chhiṭiki paṟḍ̠ibā

  • ଦେ. କ୍ରି — ଛିଡ଼ିକିବା; ଦ୍ରୁତଗତିରେ ଦୂରକୁ ନିକ୍ଷିପ୍ତ ହେବା — To be spluttered about; to be thrown to a distance with force
  • ଦେ. କ୍ରି — ନାବୁଁ କି ମୀନ ଛିଟିକି ଡେଇଁ ଆସି ପଡ଼ିଗଲା ନଦୀ ଜଳରେ। ପ୍ରାଚୀ, ରହସ୍ୟମଞ୍ଜରୀ।