ଛିଗୁଲା Chhigulā

  • ଦେ. ବି — ଶ୍ଳେଷ ବା ବ୍ୟଙ୍ଗଯୁକ୍ତ ତିରସ୍କାର — Ironical rebuke; gibe; jeer
  • ଦେ. ବି — ଘୃଣାବ୍ୟଞ୍ଜକ ଦୁର୍ନାମ — Contemptuous imputation; innuendo
  • ଦେ. ବି — ଶ୍ଳେଷ ବା ବ୍ୟଙ୍ଗଯୁକ୍ତ (ବଚନ) — Ironical (words)
  • ଦେ. ବି — ଘୃଣାବ୍ୟଞ୍ଜକ — Indicating contempt