ଛିଙ୍କ Chhiṅka

  • ଦେ. ବି. (ସଂ. ଛିକ୍କା) — କ୍ଷୁତ; ନାସିକାରୁ ହଠାତ୍ ଜୋର୍ ସହିତ ବାହାରିବା ଶବ୍ଦ — Sneeze
  • ଦେ. ବି. (ସଂ. ଛିକ୍କା) — ଛିଙ୍କରୁ ଜାତ ହେବା ଯୋଗୁଁ କ୍ଷୁପ ନାମ ବହି ହୋଇଲେ ପ୍ରଜାପତି ନରୋତ୍ତମ। କୃଷ୍ଣସିଂହ, ମହାଭାରତ, ଶାନ୍ତି।