ଛିଗୁଲାଇବା Chhigulāibā

  • ଦେ. କ୍ରି — ଉପହାସ ବା ବ୍ୟଙ୍ଗ କରି ତିରଷ୍କାର କରିବା — To administer ironical rebuke; to jeer
  • ଦେ. କ୍ରି — ଛିଛା କରି କହିବା — To address in contemptuous language