ଛାପ୍ବା Chhāpbā

  • ପ୍ରାଦେ (ସମ୍ବଲପୁର) କ୍ରି (ସଂ. ସ୍ଥାପି ଧାତୁ) — ବୋଳିବା; ମଡ଼ାଇବା; ଲେପିବା — To smear over; to daub
  • ପ୍ରାଦେ (ସମ୍ବଲପୁର) କ୍ରି (ସଂ. ସ୍ଥାପି ଧାତୁ) — (ଯଥା—କଟା ଘାରେ ବେଶର ଛାପ୍ବା—ସମ୍ବଲପୁରୀ ଢଗ=କଟା ଘାରେ ବେଶର ମଡ଼ାଇବା)