ଛାମୁକରଣ Chhāmukaraṇa
- ଦେ. ବି — ରାଜା ବା ବଡ଼ଲୋକଙ୍କ ନିକଟରେ ସର୍ବଦା ଉପସ୍ଥିତ ଥିବା ଘରୋଇ ହିସାବପତ୍ର ରଖିବା କର୍ମଚାରୀ; ହଜୁର ବିଷୋଇ — 1. A personal accounts clerk
- ଦେ. ବି — ରାଜା ବା ବଡ଼ଲୋକଙ୍କ ନିକଟରେ ଯେ କାଗଜ ପେସ୍ କରନ୍ତି; ପେସ୍କାର — A peskar; a clerk who puts up paper before a Rājā or rich-man