ଛାମୁ Chhāmu

  • ଦେ. ବି. (ସଂ. ସମ୍ମୁଖ) — ସମ୍ମୁଖ — Front side
  • ଦେ. ବି. (ସଂ. ସମ୍ମୁଖ) — ନୈକଟ୍ୟ — Nearness; proximity
  • ଦେ. ବି. (ସଂ. ସମ୍ମୁଖ) — ( 3 ୟ ପୁରୁଷ) ରାଜା ବା ସମ୍ମାନାର୍ହ ବ୍ଯକ୍ତିଙ୍କ ସମୀପ, ସାନ୍ନିଧ୍ୟ; ହଜୁର — (ୟ ପୁରୁଷ) ରାଜା ବା ସମ୍ମାନାର୍ହ ବ୍ଯକ୍ତିଙ୍କ ସମୀପ, ସାନ୍ନିଧ୍ୟ; ହଜୁର— . Royal presence or majesty
  • ଦେ. ବି. (ସଂ. ସମ୍ମୁଖ) — (ଯଥା—ମୁଁ ଆଜି ରଜାଙ୍କ ଛାମୁକୁ ଯାଇଥିଲି।)
  • ଦେ. ବି. (ସଂ. ସମ୍ମୁଖ) — ଦେବତାଙ୍କ ସାନ୍ନିଧ୍ୟ ବା ସାମ୍ମୁଖ୍ୟ — The vicinity of a deity
  • ଦେ. ବି. (ସଂ. ସମ୍ମୁଖ) — (ଯଥା—କୋଠ ଭୋଗ ଦେବତାଙ୍କ ଛାମୁରେ ବଢ଼ା ହୁଏ।)
  • ଦେ. ବିଣ — ସମ୍ମୁଖରେ ଥିବା — Situate in front
  • ଦେ. ବିଣ — (ଯଥା—ଛାମୁଦାନ୍ତ।)
  • ଦେ. ବିଣ — ଯେଉଁ ସେବକ ରାଜା ବା ଦେବତାଙ୍କ ସମ୍ମୁଖରେ ସେବା କରେ — (a servant) Who renders service in the presence of a king or deity
  • ଦେ. ବିଣ — (ଯଥା—ଛାମୁ ଖୁଣ୍ଟିଆ; ଛାମୁ ମସାଲଚୀ।)
  • ଦେ. ଅ — ଶ୍ରୀ ମହାରାଜ!; ଭୋଦେବ!; ମଣିମା!: ଶ୍ରୀହଜୁର — An address to Royal Highness meaning Your Highness; Your Majesty!
  • ଦେ. ଅ — [ଦ୍ର—ରାଜାଙ୍କୁ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରନ୍ତି। ଯଥା—ଛାମୁ! କଣ ଆଜ୍ଞା କରୁଅଛନ୍ତି?]