ଛାପ୍ Chhāp
- ଦେ. ବି (ମୁସଲମାନ ବ୍ଯବହୃତ) — ବିବାହ ଉପଲକ୍ଷରେ କନ୍ଯା ପକ୍ଷରୁ ବରକୁ ଉପହାର ଦିଆଯିବା ରୁମାଲର ଚାରି କୋଣରେ ଗଣ୍ଠିପଡ଼ି ବନ୍ଧାଯାଇଥିବା ସୁନା ବା ରୁପାର ଚାରିଗୋଟି ମୁଦିଆ — Four rings tied to the four corners of a handkerchief present to the bridegroom by the brides party on the occasion of a marriage before the marriage ceremony is formally solemnised amongst the Mahomedans