ଛାଦିତ Chhādita

  • ସଂ. ବିଣ. (ଛାଦି ଧାତୁ+କର୍ମ. ତ) — ଆଚ୍ଛାଦିତ; ଆବୃତ — Covered
  • ସଂ. ବିଣ. (ଛାଦି ଧାତୁ+କର୍ମ. ତ) — ଲୁଚା ଯାଇଥିବା — Concealed
  • ସଂ. ବିଣ. (ଛାଦି ଧାତୁ+କର୍ମ. ତ) — ଓଢ଼ଣାରେ ଆବୃତ — Veiled