ଛାଦନ Chhādana
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ଆଚ୍ଛାଦନ; ଆବରଣ — Covering enveloping
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ଘୋଡ଼ାଇବା — Concealing
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ଘର ଛାଆଣି କରିବା — Thatching of the roof of a house
- ସଂ. ବି. (ଛାଦି ଧାତୁ+ଭାବ. ଅନ) — (+କରଣ.ଅନ) ଛାତ — Roof or thatch
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ପତ୍ର — Leaf
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ଛାଲି — Bark
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ଚମଡ଼ା — Skin
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ଦେହାବରଣ ବସ୍ତ୍ର — Dress; cloth; raiment; clothing
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ଓଢ଼ଣା — A veil
- ସଂ. ବି. (ଛାଦି ଧାତୁ+ଭାବ. ଅନ) — ଘୋଡ଼ଣୀ; ଘଟାଟପ — 3. A cover