ଛାତ୍ରବୃତ୍ତି ପରୀକ୍ଷା Chhātra bṛutti parīkshā

  • ଦେ. ବି. (ଆଧୁନିକ ପ୍ରୟୋଗ) — ବୃତ୍ତିପରୀକ୍ଷା; ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ସର୍ବୋତ୍କୃଷ୍ଟ ଛାତ୍ରକୁ କତ୍ତୃପକ୍ଷମାନେ ମାସିକ ଧନ ସାହାଯ୍ୟ କରନ୍ତି ବା ବୃତ୍ତି ଦିଅନ୍ତି; ବିଦ୍ୟାଳୟର ଶେଷ ପରୀକ୍ଷା — Scholarship examination; final examination of a school or class