ଛାଦକ Chhādaka

  • ସଂ. ବିଣ. (ଛଦ୍ ଧାତୁ ଣିଚ୍= ଛାଦି ଧାତୁ+କର୍ତ୍ତୃ. ଅକ) — ଆଚ୍ଛାଦନକାରୀ — Covering; one who covers a thing
  • ସଂ. ବି — ଘର ଛାଆଣିଆ; ଯେ ଘର ଛପର କରେ — A thatcher