ଛକାଇବା Chhakāibā

  • ଦେ. କ୍ରି — ଛକିବା (ଦେଖ) — Chhakibā (See)
  • ଦେ. କ୍ରି — ଛକିବାର ଣିଜନ୍ତ ରୂପ — The causative from of Chhakibā
  • ଦେ. କ୍ରି — (ସଂ. ଶଙ୍କା) (ମନ) ଶଙ୍କାଯୁକ୍ତ ହୋଇ ଅସ୍ଥିର ହେବା; ଛକପକ ହେବା — To be apprehensive; to become restless through apprehensive