ଛକାଖେଳ Chhakākheḻa

  • ଦେ. ବି. (ସଂ. ଷଟ୍କ; ପ୍ରା. ଛକ୍କୋ) — ଏକପ୍ରକାର କଉଡ଼ି ଖେଳ — A kind of Kauṟḍ̠i game
  • ଦେ. ବି. (ସଂ. ଷଟ୍କ; ପ୍ରା. ଛକ୍କୋ) — [ଦ୍ର—ଏଥିରେ ଛଅ କଟି କଉଡ଼ିରେ ଚାରିଜଣ ବା ଅଭାବପକ୍ଷେ ଦୁଇଜଣ ଖେଳାଳି ଖେଳନ୍ତି। ପଶାପାଲି ପରି ଘର କଟାଯାଏ, ଏଥିରେ କଉଡ଼ି ପଡ଼ିବା ଅନୁସାରେ ଦାନ ଚାଳିବାକୁ ହୁଏ।]