ଛକପକ Chhaka-paka
- ଦେ. ବିଣ. (ସଂ ଶଙ୍କିତ) — ଶଙ୍କିତ — Apprehensive
- ଦେ. ବିଣ. (ସଂ ଶଙ୍କିତ) — ଭବିଷ୍ୟତରେ ଅଶୁଭ ଘଟିବା ସମ୍ବନ୍ଧରେ ଆଶଙ୍କିତ — Having a presage or presentiment
- ଦେ. ବିଣ. (ସଂ ଶଙ୍କିତ) — ଅସ୍ଥିର (ମନ) — Restless (mind)
- ଦେ. ବିଣ. (ସଂ ଶଙ୍କିତ) — ଲାଳାୟିତ — Hankering
- ଦେ. ବିଣ. (ସଂ ଶଙ୍କିତ) — (ଯଥା—ସେ ପିଲା ହାତରେ କୋରାଟିଏ ଦେଖି ଏ ପିଲାଟି ଛକପକ ହଉଛି!)