ଛଁରିବା Chharibā

  • ଦେ. (ପଦ୍ଯ) କ୍ରି. (ସଂ. କ୍ଷର୍ ଧାତୁ) — ନିଃସୃତ ହେବା, ଝରିବା — To flow down; to ooze
  • ଦେ. (ପଦ୍ଯ) କ୍ରି. (ସଂ. କ୍ଷର୍ ଧାତୁ) — ମୋ ତହିଁ ଛରିବ ସମସ୍ତେ। ପ୍ରାଚୀ, ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା।