ଛର୍ଦ୍ଦି Chharddi
- ସଂ. ବି. (ଛର୍ଦ୍ଦ ଧାତୁ+ଭାବ. ଇ) — ଛର୍ଦ୍ଦନ (ଦେଖ) — Chharddana (See)
- ସଂ. ବି. (ଛର୍ଦ୍ଦ ଧାତୁ+ଭାବ. ଇ) — ବାରମ୍ବାର ବମନ ଦେବା ରୋଗବିଶେଷ — A disease resulting in constant vomiting
- ସଂ. ବି. (ଛର୍ଦ୍ଦ ଧାତୁ+ଭାବ. ଇ) — [ଦ୍ର— ଏଥିରେ ରୋଗୀ ମୁହଁରୁ ସର୍ବଦା ଲାଳ ବୁହେ ଓ ଅଇ ଉଠାଇ ବମନ ହୁଏ। ରାଗ, ଲୁଣିଆ ଓ ତେଲିଆ ପଦାର୍ଥ ଅଧିକ ଖାଇଲେ ଏ ରୋଗ ଜନ୍ମେ। ଅତ୍ୟଧିକ ଶ୍ରମ, ଉଦ୍ବେଗ ଓ ଅଜୀର୍ଣ୍ଣରୁ ମଧ୍ୟ ଏ ରୋଗ ଜନ୍ମେ। ଏ ରୋଗରେ ଜ୍ୱର, କାସ, ଶ୍ୱାସ, ଆଦି ମଧ୍ୟ ହୁଏ।]