ଛର୍ଦ୍ଦନ Chharddana

  • ସଂ. ବି (ଛର୍ଦ୍ଦ ଧାତୁ+ଭାବ. ଅନ) — ବମନ; ବାନ୍ତି; ଉଦ୍ଗାର — Vomiting
  • ସଂ. ବି (ଛର୍ଦ୍ଦ ଧାତୁ+ଭାବ. ଅନ) — ବମନୋପକ୍ରମ — Nausea
  • ସଂ. ବି (ଛର୍ଦ୍ଦ ଧାତୁ+ଭାବ. ଅନ) — ନିମ୍ବ ବୃକ୍ଷ (ପ୍ରକୃତିବାଦ) — The Neem tree
  • ସଂ. ବି (ଛର୍ଦ୍ଦ ଧାତୁ+ଭାବ. ଅନ) — ମଦନ ବୃକ୍ଷ (ଜ୍ଞାନେନ୍ଦ୍ର) (ଦେଖ) — Madana tree (See)