ଚୋରକଳା Chora-kaḻā

  • ଦେ. ବି ( 6 ଷ୍ଠୀ ତତ୍; ସଂ. ଚୋର+କଳା) — ଚୋରର ଲକ୍ଷଣ; ଚୋରଠାରେ ଦେଖାଯିବା କେତେକ ଲକ୍ଷଣ, ଯାହା ଦେଖିଲେ କୌଣସି ଲୋକକୁ ଚୋର ବୋଲି ଠଉରାଇ ହୁଏ — Indications or marks found in the face of a thief
  • ଦେ. ବି ( 6 ଷ୍ଠୀ ତତ୍; ସଂ. ଚୋର+କଳା) — [ଦ୍ର—ଲୋକଙ୍କର ବିଶ୍ୱାସ ଯେ ଚୋରଙ୍କ ଆଖିରେ ଏକପ୍ରକାର ଦାଗ ଥାଏ ଓ ସେହି ଦାଗରୁ ଅନୁଭବୀ ଲୋକେ ଚୋରକୁ ଚିହ୍ନି ପାରନ୍ତି।]