ଚୋରଖେଳ Chora-kheḻa

  • ଦେ. ବି — ଶିଶୁମାନଙ୍କର ଏକପ୍ରକାର କ୍ରୀଡ଼ା (ଏଥିରେ ଜଣେ ଚୋର ହୁଏ ଓ ଅନ୍ୟମାନେ ଲୁଚନ୍ତି; ଚୋର ଯାହାକୁ ଖୋଜି ଧରି ପକାଏ, ସେ ପୁଣି ଚୋରହୁଏ) — The game of hide and seek