ଚୋରଟସ୍କର Choraṭaskara

  • ଦେ. ବି (ସହଚର; ସଂ. ଚୌର+ତସ୍କର) — ଚୋର ଡକେଇତ — Thieves and docayats
  • ଦେ. ବି (ସହଚର; ସଂ. ଚୌର+ତସ୍କର) — ଆଉ ଟଙ୍କା ପଇସା ଦେଖିଲେ ଚୋର ଟସ୍କର ଦୁଆରକୁ ଆସିବେ। ଫକାରମୋହନ, ଗଳ୍ପସ୍ୱଳ୍ପ।