ଚୋରଛୁଇଁବା Chorachuiñbā

  • ଦେ. ବି — ମନରେ ଅନିଷ୍ଟ ବା ଅମଙ୍ଗଳ ଆଶଙ୍କା ଜାତ ହେବା — Misgiving or presentiment
  • ଦେ. ବି — (ଯଥା—ତା ଦେହ ବେମାରି ହେବା ଶୁଣି ମୋ ମନ ଚୋର ଛୁଇଁଲା।)
  • ଦେ. ବି — ମନରେ ସନ୍ଦେହ ଜନ୍ମିବା — A feeling of doubt or suspicion