ଚୈତ୍ରୀ Cha̲i̱trī
- ସଂ. (ଚିତ୍ରା+ଯୁକ୍ତାର୍ଥେ. ଅ+ସ୍ତ୍ରୀ ଈ; ଯେଉଁ ପୂର୍ଣ୍ଣିମାରେ ଚନ୍ଦ୍ର ଚିତ୍ରାନକ୍ଷତ୍ର ସଙ୍ଗେ ରହନ୍ତି) — ଚୈତ୍ରପୂର୍ଣ୍ଣିମା — The full-moon of the month of Cha̲i̱tra
- ସଂ. (ଚିତ୍ରା+ଯୁକ୍ତାର୍ଥେ. ଅ+ସ୍ତ୍ରୀ ଈ; ଯେଉଁ ପୂର୍ଣ୍ଣିମାରେ ଚନ୍ଦ୍ର ଚିତ୍ରାନକ୍ଷତ୍ର ସଙ୍ଗେ ରହନ୍ତି) — (ଚୈତ୍ରୀ+ବିଦ୍ଯମାନାର୍ଥେ. ଇନ୍. 1 ମା. 1 ବ.) ଚୈତ୍ର ମାସ, (ପ୍ରକୃତିବାଦ) — (ଚୈତ୍ରୀ+ବିଦ୍ଯମାନାର୍ଥେ. ଇନ୍.1ମା.1ବ.) ଚୈତ୍ର ମାସ, (ପ୍ରକୃତିବାଦ)— . The month of Cha̲i̱tra