ଚୈତ୍ରରଥ Cha̲i̱tra-ratha
- ସଂ. ବି. (ଚିତ୍ରରଥ=ଗନ୍ଧର୍ବବିଶେଷ+ରକ୍ଷକାର୍ଥେ. ଅ) — (ଯେଉଁ ଉଦ୍ୟାନର ଚିତ୍ରରଥ ଗନ୍ଧର୍ବ ଜଗୁଆଳି) କୁବେରଙ୍କ ଉଦ୍ୟାନ — The pleasure-garden of the Hindu God of Riches
- ସଂ. ବି. (ଚିତ୍ରରଥ=ଗନ୍ଧର୍ବବିଶେଷ+ରକ୍ଷକାର୍ଥେ. ଅ) — ମୁନିବିଶେଷ — Name of a sage
- ସଂ. ବି. (ଚିତ୍ରରଥ=ଗନ୍ଧର୍ବବିଶେଷ+ରକ୍ଷକାର୍ଥେ. ଅ) — ଚିତ୍ରରଥ ଗନ୍ଧର୍ବଙ୍କ ବିଷୟରେ ବର୍ଣ୍ଣନାତ୍ମକ ଗ୍ରନ୍ଥ — Name of a book dealing with the Gandharba Chitraratha