ଚୈତ୍ରାବଳୀ Cha̲i̱trābaḻī

  • ସଂ. ବି. (ଚୈତ୍ର+ଆବଳୀ, ଅନ୍ଯ ସଂ. ନାମ. ମଧୁତ୍ସବା. ସୁବସନ୍ତ; କାମମହ; ବାସନ୍ତୀ; କର୍ଦ୍ଦମୀ; ହି. ଶବ୍ଦ— ସାଗର) — ଚୈତ୍ରପୂର୍ଣ୍ଣିମା — The full-moon of the month of Cha̲i̱tra
  • ସଂ. ବି. (ଚୈତ୍ର+ଆବଳୀ, ଅନ୍ଯ ସଂ. ନାମ. ମଧୁତ୍ସବା. ସୁବସନ୍ତ; କାମମହ; ବାସନ୍ତୀ; କର୍ଦ୍ଦମୀ; ହି. ଶବ୍ଦ— ସାଗର) — ମଦନ ତ୍ରୟୋଦଶୀ; ଚୈତ୍ରମାସର ଶୁକ୍ଳତ୍ରୟୋଦଶୀ — The 13th day of the bright fortnight of the month of Cha̲i̱tra